ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ସହରରେ ୧୦୦୦
ଇ-ବସ ଚାଲିବ । ପରିବେଶ ସୁରକ୍ଷା ପାଇଁ ଇ-ବସ ଅଧିକରୁ ଅଧିକ ଚାଲିବ। ବିଭାଗ ଆହୁରି ୨୦୦ ବସ ଆଣିବ
। ପ୍ରଧାନମନ୍ତ୍ରୀ ଆହୁରି ୪୦୦ ବସ ପଠେଇବାର
ଅଛି। ଆମ ପାଖେ ୪୦୦ ବସ ଆଗରୁ ଅଛି। ତେଣୁ ପାଖା ପାଖି ୧୦୦୦ ବସର ପରିକଳ୍ପନା ହୋଇଛି। ଖୁବ
ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଏବେ ୨୫ଟି ଇ ବସ
ଆସିବ, ସମ୍ବଲପୁର ପଠାଯିବ। ପୁଣି ପର୍ଯ୍ୟାୟ କ୍ରମେ ଅନ୍ୟ
ବସ ଆସିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା