ଗୁରୁ ଦିବସରେ ଭାରତ ରତ୍ନ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ନମନ କଲେ ରାଜ୍ୟପାଳ
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସରେ ଭାରତ ରତ୍ନ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ଅବସରରେ ମୁଁ ସେହି ମ
ଗୁରୁ ଦିବସରେ ଭାରତ ରତ୍ନ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ନମନ କଲେ ରାଜ୍ୟପାଳ


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସରେ ଭାରତ ରତ୍ନ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ନମନ କରିଛନ୍ତି

ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ,

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ଅବସରରେ ମୁଁ ସେହି ମହାନ ଦାର୍ଶନିକ, ଶିକ୍ଷକ ଓ ରାଜନୈତିକ ବ୍ୟକ୍ତିତ୍ୱ

ପ୍ରତି ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଜୀବନ ଓ ଆଦର୍ଶ ଆଜି ମଧ୍ୟ ଆମକୁ

ଦିଗଦର୍ଶନ ଦେଉଛି ଯାହାକୁ କି ଆମେ ଶିକ୍ଷକ ଦିବସ ଭାବେ ପାଳନ କରୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande