ଅନନ୍ତ ଚତୁର୍ଦ୍ଦଶୀର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.) - ଅନନ୍ତ ଚତୁର୍ଦ୍ଦଶୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନନ୍ତ ଆସ୍ଥା, ଅତୁଟ ବିଶ୍ୱାସ ଓ ପବିତ୍ର ସଂକଳ୍ପର ପ୍ରତୀକ ଅନନ୍ତ ଚତୁର୍ଦ
ଅନନ୍ତ ଚତୁର୍ଦ୍ଦଶୀର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)

- ଅନନ୍ତ

ଚତୁର୍ଦ୍ଦଶୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନନ୍ତ ଆସ୍ଥା, ଅତୁଟ ବିଶ୍ୱାସ ଓ ପବିତ୍ର

ସଂକଳ୍ପର ପ୍ରତୀକ ଅନନ୍ତ ଚତୁର୍ଦ୍ଦଶୀର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଏହି ଶୁଭ ଦିବସରେ ଭଗବାନ ଶ୍ରୀ ହରିଙ୍କ ଅନନ୍ତ କୃପାରୁ ଆପଣଙ୍କ ଜୀବନରେ ସୁଖ, ଶାନ୍ତି,

ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ ସର୍ବଦା ରହୁ, ଏହାହିଁ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande