ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- କମୁଛି ହୀରାକୁଦ
ଡ୍ୟାମ୍ର ଜଳସ୍ତର । ଏବେ ୬୨୬.୪୧ ଫୁଟ୍ ରହିଛି ଡ୍ୟାମର ଜଳସ୍ତର । ଡ୍ୟାମ୍ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ
ଜାରି ରହିଛି । ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩
ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା