ଚନ୍ଦ୍ରଗ୍ରହଣ ସୂତକ କାଳରେ ବଦ୍ରିନାଥ-କେଦାରନାଥର ଦ୍ୱାର ବନ୍ଦ, କାଲି ଖୋଲିବ
ଡେରାଡୁନ, 7 ସେପ୍ଟେମ୍ବର (ହି.ସ.) -ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସହିତ ବିକେଟିସିଅଧୀନସ୍ଥ ସମସ୍ତ ମନ୍ଦିରର ଦ୍ୱାର ଗ୍ରହଣ କାଳର ସୂତକ ଆରମ୍ଭ ହେବା ପୂର୍ବରୁ ବନ୍ଦ କରାଯାଇଛି। ଶ୍ରୀ ବଦ୍ରୀନାଥ ଓ ଶ୍ରୀ କେଦାରନାଥ ମନ୍ଦିର ସହିତ ସମସ୍ତ ଛୋଟ ବଡ଼ ଅଧୀନସ୍ଥ ମନ୍ଦି
ଚନ୍ଦ୍ରଗ୍ରହଣ ସୂତକ କାଳରେ     ବଦ୍ରିନାଥ-କେଦାରନାଥର ଦ୍ୱାର ବନ୍ଦ, କାଲି ଖୋଲିବ


ଡେରାଡୁନ, 7 ସେପ୍ଟେମ୍ବର (ହି.ସ.)

-ଶ୍ରୀ

ବଦ୍ରୀନାଥ-କେଦାରନାଥ ମନ୍ଦିର ସହିତ ବିକେଟିସିଅଧୀନସ୍ଥ ସମସ୍ତ

ମନ୍ଦିରର ଦ୍ୱାର ଗ୍ରହଣ କାଳର ସୂତକ ଆରମ୍ଭ ହେବା ପୂର୍ବରୁ ବନ୍ଦ କରାଯାଇଛି।

ଶ୍ରୀ ବଦ୍ରୀନାଥ ଓ ଶ୍ରୀ

କେଦାରନାଥ ମନ୍ଦିର ସହିତ ସମସ୍ତ ଛୋଟ ବଡ଼ ଅଧୀନସ୍ଥ ମନ୍ଦିରଗୁଡ଼ିକ ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର

9 ଘଣ୍ଟା ପୂର୍ବରୁ, ଅର୍ଥାତ୍ 7 ସେପ୍ଟେମ୍ବର (ରବିବାର) ଦ୍ୱିପ୍ରହର 12ଟା 58ମିନିଟ୍‌ରେ ବନ୍ଦ କରାଯାଇଛି।

ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ହେବା

ପରେ, ସମସ୍ତ ମନ୍ଦିର ସେପ୍ଟେମ୍ବର 8 ତାରିଖ ସକାଳେ ସଂପୂର୍ଣ୍ଣ

ଶୁଦ୍ଧିକରଣ ପରେ, ସାଧାରଣ ଦର୍ଶନ ପାଇଁ ପୁନଃ ଖୋଲାଯିବ। ଶ୍ରୀ ବଦ୍ରୀନାଥ-କେଦାରନାଥ

ମନ୍ଦିର ସମିତିର ମିଡିଆ ପ୍ରଭାରୀ ଡ଼. ହରୀଶ ଗୌଡ଼ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande