ଜମ୍ମୁ କଶ୍ମୀରର ବାରମୂଳା, କୁଲଗାମ, ଅନନ୍ତନାଗ ଓ ପୁଲୱାମାରେ ଏନଆଇଏ ରେଡ୍
ଜମ୍ମୁ, 8 ସେପ୍ଟେମ୍ବର (ହି.ସ.)- ଏନଆଇଏ ସୋମବାର ଦିନ 5ଟି ରାଜ୍ୟ ସମେତ ଜମ୍ମୁ କଶ୍ମୀରର 22ଟି ସ୍ଥାନରେ ରେଡ୍ କରିଛି । ଏଜେନ୍ସି ଏକ ଆତଙ୍କବାଦୀ ଷଡଯନ୍ତ୍ର ମାମଲାର ଯାଂଚ ଘଟଣାରେ ଏହି ସ୍ଥାନରେ ତଲାସୀ କରିଛି । ଅଧିକାରୀଙ୍କ ଅନୁସାରେ, ଜମ୍ମୁ କଶ୍ମୀରର ବାରମୂଳା, କୁଲ
ଜମ୍ମୁ କଶ୍ମୀରର ବାରମୂଳା,     କୁଲଗାମ, ଅନନ୍ତନାଗ ଓ ପୁଲୱାମାରେ ଏନଆଇଏ ରେଡ୍


ଜମ୍ମୁ, 8 ସେପ୍ଟେମ୍ବର (ହି.ସ.)- ଏନଆଇଏ ସୋମବାର

ଦିନ 5ଟି ରାଜ୍ୟ ସମେତ ଜମ୍ମୁ କଶ୍ମୀରର 22ଟି ସ୍ଥାନରେ ରେଡ୍ କରିଛି । ଏଜେନ୍ସି ଏକ ଆତଙ୍କବାଦୀ

ଷଡଯନ୍ତ୍ର ମାମଲାର ଯାଂଚ ଘଟଣାରେ ଏହି ସ୍ଥାନରେ ତଲାସୀ କରିଛି । ଅଧିକାରୀଙ୍କ ଅନୁସାରେ, ଜମ୍ମୁ

କଶ୍ମୀରର ବାରମୂଳା, କୁଲଗାମ, ଅନନ୍ତନାଗ ଓ ପୁଲୱାମା ଜିଲ୍ଲାରେ ଏଜେନ୍ସି ଯାଂଚ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande