କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 01 ଜାନୁଆରି (ହି.ସ.)- କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭ
Modi-conversation-PM-New-Zealand-FTA


ନୂଆଦିଲ୍ଲୀ, 01 ଜାନୁଆରି (ହି.ସ.)- କେନ୍ଦ୍ରମନ୍ତ୍ରୀ

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା । ଟେଲିକମ ସେକ୍ଟରର ବିକାଶ ପାଇଁ ସେ ନିରବଚ୍ଛିନ୍ନ ଭାବେ

କାର୍ଯ୍ୟ କରୁଛନ୍ତି । ଉତ୍ତର–ପୂର୍ବ ଅଞ୍ଚଳର ଲୋକମାନଙ୍କ ଜୀବନମାନ ଉନ୍ନତି ପାଇଁ ତାଙ୍କର ପ୍ରୟାସ ମଧ୍ୟ ସମାନ ଭାବେ

ପ୍ରଶଂସନୀୟ। ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande