
ଗଂଜାମ, 10 ଜାନୁଆରି (ହି.ସ.) ଦେଶୀ ପିସ୍ତଲ ଯୋଗାଣ ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଅଭିଯୁକ୍ତ ଅପରାଧୀ ଦଣ୍ଡ ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗେଟ ଵଜାର(ବ୍ରହ୍ମପୁର) ଵିଲ ସାହି ନିଵାସୀ ଦଣ୍ଡ ମହାରଣାଙ୍କ ନାମରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ୨୨ ମାମଲା ରହିଥିବା ଵ୍ରହ୍ମପୁର ପୁଲିସ ଏସପି ସର୍ବଣା ବିଵେକଏମ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ