ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଲାଲ
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’

ଲାଲ

ବହାଦୁର ଶାସ୍ତ୍ରୀ ଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ କୋଟି-କୋଟି ପ୍ରଣାମ ଜଣାଉଛି। ଲାଲ

ବହାଦୁର ଶାସ୍ତ୍ରୀ ଜୀ ନୈତିକତା, ସରଳତା ଓ ରାଷ୍ଟ୍ରନିଷ୍ଠାର ଜୀବନ୍ତ

ଉଦାହରଣ ଥିଲେ। “ଜୟ ଯବାନ, ଜୟ କିସାନ”

ଏହି

ଅମର ମନ୍ତ୍ର ମାଧ୍ୟମରେ ସେ ଦେଶର ସୀମାକୁ ସୁରକ୍ଷା ଦେଉଥିବା ସେନା ଓ ରାଷ୍ଟ୍ରର ଆତ୍ମା କୃଷକ—ଉଭୟଙ୍କୁ ସମାନ ଭାବେ

ସମ୍ମାନ ପ୍ରଦାନ କରିଥିଲେ। ସୀମିତ ସାଧନ ମଧ୍ୟରେ ମଧ୍ୟ ଦେଶକୁ ଆତ୍ମବିଶ୍ୱାସ ଓ ସଙ୍କଳ୍ପର

ଶକ୍ତି ଦେଇଥିବା ଲାଲ ବହାଦୁର ଶାସ୍ତ୍ରୀ ଜୀଙ୍କ ଜୀବନ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ପ୍ରେରଣାର

ଉତ୍ସ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande