
ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ, 10 ଜାନୁଆରି (ହି.ସ.) ଅତୀତ ରେ ପୁରାଣ ପୃଷ୍ଠା ରେ ଘରମଣୀ ଏକ ଛେଳି ର ନାମ ଅଟେ କ୍ଷ ଯାହା ପାଇଁ ତଅପୋଇ ଙ୍କ କାହାଣୀ ବର୍ଣିତ ଅଛି କ୍ଷ ଏହିପରି ଏକ ଘଟଣା ରେ କେନ୍ଦ୍ରାପଡ଼ା ଜିଲ୍ଲାର ଶାମସୁନ୍ଦରପୁର ବ୍ଲକ ଅନ୍ତର୍ଗତ ଦୂତିଆଳ ଗ୍ରାମ ର ସାବିତ୍ରୀ ବାରିକ ଙ୍କ ଦୁଃଖଭରା କାହାଣୀ କ୍ଷ ସ୍ୱାମୀ ଦୀନବନ୍ଧୁ ବାରିକ ଆର ପାରିରେ, ନା ପୁଅ ଅଛି ନା ଅନ୍ୟ ସମ୍ବଳ ଅଛି କ୍ଷ ଜୀବନ ଶୈଳୀ ଅତ୍ୟନ୍ତ କଷ୍ଟମୟ କ୍ଷ ଏହି ଖବର କୁ ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପହଞ୍ଚିଥିଲେ ସାବିତ୍ରୀ ଙ୍କ ଘରେ କ୍ଷ ତାଙ୍କର ସମସ୍ୟା ବିଷୟରେ ସବୁ ଜାଣିବା ପରେ ସ୍ୱ ରୋଜଗାର ପାଇଁ ଟ୍ରଷ୍ଟ ପକ୍ଷରୁ ଆଲୋଚନା ହୋଇଥିଲା କ୍ଷ ଆଜି ଟ୍ରଷ୍ଟ ତରଫରୁ ସାବିତ୍ରୀ ଙ୍କ ପାଇଁ ଆତ୍ମ ନିର୍ଭରରଶୀଳ ପାଇଁ ଏକ ଛେଳି ପ୍ରଦାନ କରାଯାଇଛି କ୍ଷ ଯାହା ତାଙ୍କର ଜୀବନ ଶୈଳୀ କୁ ବଦଳାଇବ ବୋଲି ଟ୍ରଷ୍ଟ ର କର୍ମକର୍ତ୍ତା ଆଶା ରଖିଛନ୍ତି କ୍ଷ ଆଜି ଘରମଣୀ କୁ ପାଇ ବହୁତ ଖୁସୀ ଅଛନ୍ତି ସାବିତ୍ରୀ କ୍ଷ ମନ ଖୋଲି କହିଥିଲେ ସାବିତ୍ରୀ ଆଜି ଠାରୁ ଘରମଣୀ ମୋ ବଞ୍ଚିବା ର ସାହା ଭରସା କ୍ଷ ଆଜି ର କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଗୁରୁଜନ ନିମାଇଁ ଚରଣ କର ଓ ଦୀପ୍ତି ରଞ୍ଜନ ସେଠୀ ସାମିଲ ଥିଲେ କ୍ଷ
ହିନ୍ଦୁସ୍ଥାନ ସମାଚାର / ରବି