ବିଶ୍ୱ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ବିଶ୍ୱ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସମଗ୍ର ଦୁନିଆରେ ହିନ୍ଦୀ ଭାଷାର ସମ୍ମାନ, ସଂରକ୍ଷଣ ଏବଂ ପ୍ରଚାର ଉଦ୍ଦେଶ୍ୟରେ ପାଳ
ପ୍ରଭାତି ପରିଡା


ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ବିଶ୍ୱ ହିନ୍ଦୀ

ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସମଗ୍ର ଦୁନିଆରେ ହିନ୍ଦୀ ଭାଷାର ସମ୍ମାନ, ସଂରକ୍ଷଣ

ଏବଂ ପ୍ରଚାର ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ବିଶ୍ୱ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଏବଂ

ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande