ଡି.ସି.ବି. କ୍ଲାସ ଠିକାଦାର ସପ୍ସଘର ବୈଠକ
ଜୟପୁର, ୧୮ ଜାନୁଆରୀ(ହି.ସ.) – ଏକ କଲ୍ୟାଣ ମଣ୍ଡପ ପରିସରରେ ଡି,ସି,ବି କ୍ଲାସ ଠିକାଦାର ସପ୍ସଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପଦେଷ୍ଠା ଚନ୍ଦ୍ରମଣୀ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଠିକାଦାରମାନଙ୍କ ବିଲ ପୈଠ, ସରକାର ଟେଣ୍ଡର ପ୍ରକିୟାକରଣରେ ଯେଉଁ ନିୟମ ଜାରି କରିଛନ୍ତି ସେ ବି
ଡି,ସି,ବି କ୍ଲାସ ଠିକାଦାର ସ˚ଘର ବୈଠକ


ଜୟପୁର, ୧୮ ଜାନୁଆରୀ(ହି.ସ.) – ଏକ କଲ୍ୟାଣ ମଣ୍ଡପ ପରିସରରେ ଡି,ସି,ବି କ୍ଲାସ ଠିକାଦାର ସପ୍ସଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପଦେଷ୍ଠା ଚନ୍ଦ୍ରମଣୀ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଠିକାଦାରମାନଙ୍କ ବିଲ ପୈଠ, ସରକାର ଟେଣ୍ଡର ପ୍ରକିୟାକରଣରେ ଯେଉଁ ନିୟମ ଜାରି କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ନୂତନ କମିଟି ଗଠନ କରାଯାଇ ଆଗାମୀ ଦିନରେ ରାଜ୍ୟ କମିଟି ସହ ମିଶି ଅନେକଗୁଡିଏ ପଦକ୍ଷେପ ନେବା ପାଇଁ ସ୍ଥିର କରାଗଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ପଦ୍ମନ ହରିଜନ, ଉପସଭାପତି ଭାବେ ବିନିତ ସତମନ, ସାଧାରଣ ସପ୍ସପାଦକ ଭାବେ ହେମନ୍ତ ତ୍ରିପାଠୀ, ସହ ସପ୍ସପାଦକ ଭାବେ ଶ୍ରୀନିବାସ ପଣ୍ଡା, କୋଷଧ୍ୟକ୍ଷ ଭାବେ ସୁଜିତ ରାଉତରାୟ, ସପ୍ସଯୋଜକ ଭାବେ ଶଚିତାନନ୍ଦ ଦାସ, ଉପଦେଷ୍ଠା ଭାବେ ଅକ୍ଷୟ ପାତ୍ର, ତୁଷାର ନାୟକ, ବିଜୟ ନାୟକ, ବିଜୟ ଷଡଙ୍ଗୀ, ସତ୍ୟ ନାୟକ, ନାରାୟଣ ରାଓ, ଗୋପାଳ ନାୟକ, ପ୍ରମୋଦ ମହାନ୍ତିଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ କୋଟପାଡର ଶିବ ପଟ୍ଟନାୟକ, ଉମେଶ ଚନ୍ଦ୍ର ମିଶ୍ର, ବୋରିଗୁମ୍ମାର ରମି ନାୟକ, ଉଦିତ ମହାପାତ୍ର, କୁନ୍ଦୁରାର ଜିତେନ୍ଦ୍ର କୁଣ୍ଡୁ, ବୈପାରିଗୁଡାର ମଧୁସୁଦନ ମାଳି, ମୁନା ମହାପାତ୍ର, ଜୟପୁର ପୌରାଂଚଳ ଓ ବ୍ଲକର ଠିକାଦାର ଶତିସ ସାହୁ, ରାଜା ପାତ୍ର, ରାମ ସ୍ୱାଇଁ, ପିଲୁ ମହାପାତ୍ର, ବିଜୟ ପଣ୍ଡା, ରାଜିବ ଟାକ୍ରି, କେ.ବିଶୁ, ଶେଖର ସାମଲ, ରଞ୍ଜନ ପ୍ରଧାନ, ଗୋପିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande