ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ ନାହିଁ
ଗଞାମ, ୧୮ ଜାନୁଆରୀ (ହି.ସ.)- ଶେରଗଡ ବ୍ଲକରେ‌ ହେଉଥିଵା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ‌ ନିମନ୍ତ୍ରଣ କରାଯାଉ ନଥିଵାରୁ ଅସନ୍ତୋଷ ପ୍ରକାଶ ପାଉଛି। ଆସନ୍ତାକାଲି ପିତଳ ପଞ୍ଚାୟତରେ ‌ଜନଅଭିଯୋଗ‌ ଶୁଣାଣୀ କାର୍ଯ୍ୟକ୍ରମ ଥିଵାବେଳେ ବ୍ଲକ କାର୍ଯ୍ୟାଳୟରୁ‌ କିମ୍ବା ପିତଳ ପଞ୍ଚାୟତର
ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ ନାହିଁ


ଗଞାମ, ୧୮ ଜାନୁଆରୀ (ହି.ସ.)- ଶେରଗଡ ବ୍ଲକରେ‌ ହେଉଥିଵା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ‌ ନିମନ୍ତ୍ରଣ କରାଯାଉ ନଥିଵାରୁ ଅସନ୍ତୋଷ ପ୍ରକାଶ ପାଉଛି। ଆସନ୍ତାକାଲି ପିତଳ ପଞ୍ଚାୟତରେ ‌ଜନଅଭିଯୋଗ‌ ଶୁଣାଣୀ କାର୍ଯ୍ୟକ୍ରମ ଥିଵାବେଳେ ବ୍ଲକ କାର୍ଯ୍ୟାଳୟରୁ‌ କିମ୍ବା ପିତଳ ପଞ୍ଚାୟତରୁ‌ ସ୍ଥାନୀୟ‌ ଗଣମାଧ୍ଧମ‌ ପ୍ରତିନଧିମାନଙ୍କୁ ନିମନ୍ତ୍ରଣ କିମ୍ଵା ସୂଚନା ଦିଆଯାଇନାହିଁ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande