ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର, 18 ଜାନୁଆରି (ହି.ସ.)ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ସୁଭଦ୍ରା ଟଙ୍କା ଆଜି ଜାନୁଆରୀ ୧୮ ତାରିଖରେ ଦିଆଯିବ ବୋଲି ଘୋଷଣା ହୋଇଥିଲା । ତେବେ
ପ୍ରଭାତି ପରିଡା


ଭୁବନେଶ୍ୱର, 18 ଜାନୁଆରି (ହି.ସ.)ନୂଆ ହିତାଧିକାରୀଙ୍କୁ

ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡ଼ା । ପୂର୍ବରୁ ସୁଭଦ୍ରା ଟଙ୍କା ଆଜି ଜାନୁଆରୀ ୧୮ ତାରିଖରେ ଦିଆଯିବ ବୋଲି

ଘୋଷଣା ହୋଇଥିଲା । ତେବେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ 18 ବଦଳରେ ଜାନୁଆରୀ ୨୨

ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande