ପୂର୍ତ୍ତ ମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଶ୍ୟାମପୁର ମୌଜାର ଲିଜ ଜମିଧାରୀ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ଶ୍ୟାମପୁର ମୌଜାର ଲିଜ ଜମିଧାରୀ । ଆଜି ମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ଦୁର୍ଗାମାଧବ ନଗର ଉନ୍ନୟନ ପରିଷଦ, ଭରତପୁର,ଭୁବନେଶ୍ୱର, ମଧ୍ୟସ୍ଥ ଶ୍ୟାମପୁର ମୌଜାର ଲିଜଜମ
ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ପୂର୍ତ୍ତ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ଶ୍ୟାମପୁର ମୌଜାର ଲିଜ ଜମିଧାରୀ

। ଆଜି ମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ଦୁର୍ଗାମାଧବ ନଗର ଉନ୍ନୟନ ପରିଷଦ, ଭରତପୁର,ଭୁବନେଶ୍ୱର, ମଧ୍ୟସ୍ଥ ଶ୍ୟାମପୁର ମୌଜାର ଲିଜଜମିଧାରୀ ମାନେ ତାଙ୍କୁ ଭେଟି ଜମି

ପଟ୍ଟା ପ୍ରଦାନ ନେଇ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି । ସେମାନଙ୍କ

ସମସ୍ୟା ବାବଦରେ ପୁଙ୍ଖାନୁପୁଙ୍ଖ ବୁଝି ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯିବା ନେଇ

ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande