ସୁନ୍ଦରପଦା ଅଞ୍ଚଳରେ ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆର୍ଯ୍ୟନଗର ସୁନ୍ଦରପଦା ଅଞ୍ଚଳରେ ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ । 6ଜଣ ଡକାୟତଙ୍କୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ । ସେମାନଙ୍କ ନିକଟରୁ ଖଣ୍ଡା, ଚାପଡ଼, ଲଙ୍କା ଗୁଣ୍ଡ,ସ୍କୃ ଡ୍ରାଇଭର ଜବତ କରାଯାଇଛି ବୋଲି ଭୁବ
ସୁନ୍ଦରପଦା ଅଞ୍ଚଳରେ ବଡ଼ଧରଣର     ଡକାୟତ ଗ୍ୟାଙ୍ଗ ଗିରଫ


ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆର୍ଯ୍ୟନଗର ସୁନ୍ଦରପଦା ଅଞ୍ଚଳରେ ବଡ଼ଧରଣର ଡକାୟତ

ଗ୍ୟାଙ୍ଗ ଗିରଫ । 6ଜଣ ଡକାୟତଙ୍କୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ

। ସେମାନଙ୍କ ନିକଟରୁ ଖଣ୍ଡା, ଚାପଡ଼, ଲଙ୍କା

ଗୁଣ୍ଡ,ସ୍କୃ ଡ୍ରାଇଭର ଜବତ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି

ସୂଚନା ଦେଇଛନ୍ତି। ଗିରଫ ଡକାୟତ ମାନେ ହେଲେ କାଳୁ ଚରଣ ନାୟକ, ଆର

ରାଜୁ, ରାହୁଲ ମାଝୀ, ପ୍ରଭାତ ନାୟକ ଏବଂ

ସଞ୍ଜୀବ କୁମାର ତ୍ରିପାଠୀ, ବିମଳ ମହାନ୍ତି । ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ କମିସନରେଟ ପୋଲିସର

ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ତଦନ୍ତ ସମୟରେ ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande