ଭୁବନେଶ୍ୱର, ୧୯ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
19 Jan 2026
Kendrapara, 19 ଜାନୁଆରି (ହି.ସ.)– “ବନ୍ଦେ ମାତରମ” ସମ୍ପକରେ ସଚେତନତା ସୃଷ୍ଟି ନିମନ୍ତେ ମହାକାଳପଡା ବ୍ଲକ କାର୍ଯ୍ୟାଳୟ ପରିସରରେ “ବନ୍ଦେ ମାତରମ”ର ୧୫୦ତମ ପୂର୍ତ୍ତି ସମାରୋହ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସମାରୋହରେ ଡ. ଦୂର୍ଗା ପ୍ରସନ ନାୟକ, ମାନ୍ୟବର ବିଧାୟକ, ମହାକଳପଡା ମୁଖ୍ୟ ..
କେନ୍ଦ୍ରାପଡ଼ା, 19 ଜାନୁଆରି (ହି.ସ.)ରାଜକନିକା ବ୍ଲକଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୮୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୬୩ଟି ବ୍ୟକ୍ତିଗତ ଏବଂ ୨୧ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା..
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – ସମସ୍ତ ବିଭାଗରେ ଚାଲୁଥିବା କାର୍ଯ୍ୟରେ ସର୍ବୋଚ୍ଚ ଗୁଣବତା ଓ ପାରଦର୍ଶିତା ବଜାୟ ରଖିବା ସହ କୌଣସି ଅବହେଳା ପ୍ରତି ରାଜ୍ୟ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଆପଣେଇବେ ବୋଲି ଗ୍ରାମ୍ୟ ଉନ୍ନୟନ ତଥା ପଂଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ କହିଛ..
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୦-୨୦୦୩ ମ୍ୟାଟ୍ରିକୁଲେସନ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହରିଚନ୍ଦନପୁର ନିକଟସ୍ଥ କାଳିମାଟି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁମିଳନ କମିଟିର ସଭାପତି ସମୀର ମଣ୍ଡଳଙ୍କ ଆହ୍ୱାନରେ ୭୮ ଜଣ ଛାତ୍ର ଏହି ବନ୍ଧୁ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha