ସଂସ୍କୃତ ଭାଷା ଦ୍ୱାରା ହିଁ ଭାରତର ଭାଗ୍ୟୋଦୟ ହେବ- ସ୍ୱାନ୍ତ ରଂଜନ
ଲକ୍ଷେ୍ଣø, ୦୨ ଜାନୁଆରୀ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଅଖିଳ ଭାରତୀୟ ପ୍ରଚାରକ ପ୍ରମୁଖ ସ୍ୱାନ୍ତ ରଂଜନ କହିଛନ୍ତି ଯେ ଭାରତର ଭାଗ୍ୟର ଉଦୟ ସଂସ୍କୃତ ଭାଷା ଦ୍ୱାରା ହିଁ ହେବ। ସଂସ୍କୃତ ଭାରତୀ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କରୁଛି। ସେ କହିଛନ୍ତି ଯେ ସଂସ୍କୃତ ଦ୍ୱାରା ହିଁ
ସଂସ୍କୃତ ଭାଷା ଦ୍ୱାରା ହିଁ ଭାରତର ଭାଗ୍ୟୋଦୟ ହେବ- ସ୍ୱାନ୍ତ ରଂଜନ


ଲକ୍ଷେ୍ଣø, ୦୨ ଜାନୁଆରୀ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଅଖିଳ ଭାରତୀୟ ପ୍ରଚାରକ ପ୍ରମୁଖ ସ୍ୱାନ୍ତ ରଂଜନ କହିଛନ୍ତି ଯେ ଭାରତର ଭାଗ୍ୟର ଉଦୟ ସଂସ୍କୃତ ଭାଷା ଦ୍ୱାରା ହିଁ ହେବ। ସଂସ୍କୃତ ଭାରତୀ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କରୁଛି। ସେ କହିଛନ୍ତି ଯେ ସଂସ୍କୃତ ଦ୍ୱାରା ହିଁ ଭାରତର ପରିଚୟ ଅଟେ। ସଂସ୍କୃତ ଭାଷା ପ୍ରାଚୀନ ଅଟେ, ଏହାସହ ନିର୍ବାଚିନ ମଧ୍ୟ।

ସେ ଶୁକ୍ରବାର ଦିନ ନିରାଳାନଗର ସ୍ଥିତ ଜେ.ସି. ଗେଷ୍ଟ ହାଉସ୍‌ରେ ସଂସ୍କୃତ ଭାରତୀ କାନପୁର ପ୍ରାନ୍ତ ଏବଂ ଅବଧ୍ୟ ପ୍ରାନ୍ତର ଆବାସୀୟ ଶୀତକାଳୀନ ପ୍ରବୋଧନ ବର୍ଗର ଶୁଭାରମ୍ଭ ଅବସରରେ କହିଥିଲେ।

ସ୍ୱାନ୍ତ ରଂଜନ କହିଛନ୍ତି ଯେ ବର୍ଗରେ ସାମୁହିକ ଜୀବନ ଜିଇଁବାର କୌଶଳ ଶିଖି ସଂସ୍କୃତ ଭାଷାର ସାମୁହିକ କାର୍ଯ୍ୟ କରି ସମାଜରେ ସଂସ୍କୃତ କାର୍ଯ୍ୟ କରି ଭାରତର ନିଜ ମୂଳ ଭାଷା ଏବଂ ନିଜର ସଂସ୍କୃତିକୁ ସମାଜର ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚାଇ ଭାରତ ମାତାଙ୍କୁ ପରମ ବୈଭବ ଆଡ଼କୁ ନେଇଯିବାର ସଂକଳ୍ପ ନିଅନ୍ତୁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande