
ନୂଆଦିଲ୍ଲୀ, ୦୫ ଜାନୁଆରୀ(ହି.ସ.) – ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଉଚ୍ଚତମ ନ୍ୟାୟାଳୟର ସେହି ନିଷ୍ପତିର ସ୍ୱାଗତ କରିଛନ୍ତି, ଯେଉଁଥିରେ ନ୍ୟାୟାଳୟ ରାଜଧାନୀରେ ହୋଇଥିବା ଦଙ୍ଗାର ଅଭିଯୁକ୍ତ ଶରଜିତ ଇମାମ ଏବଂ ଉମର ଖାଦିଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।
ରେଖା ଗୁପ୍ତା ସୋମବାର ଦିନ ମିଡିଆକୁ କହିଛନ୍ତି, ଯେଉଁ ଲୋକମାନେ ଦିଲ୍ଲୀକୁ ଦଙ୍ଗାର ନିଆଁରେ ପୋଡ଼ିବାର କାମ କରିଛନ୍ତି, ସେମାନଙ୍କୁ କଠୋର ସଜା ମିଳିବା ଦରକାର। ଏହାସହିତ ଯେଉଁ ରାଜନୀତିକ ଦଳ ସମର୍ଥନ ଦେଇଛନ୍ତି, ସେମାନଙ୍କୁ ମଧ୍ୟ କଡ଼ା ସନ୍ଦେଶ ଯିବା ଦରକାର। ସେ ମଧ୍ୟ ସଜାରେ ଭାଗି ଅଛନ୍ତି।
ଉଲ୍ଲେଖନୀୟ ଯେ ଉଚ୍ଚତମ ନ୍ୟାୟାଳୟ ୨୦୨୦ର ଦିଲ୍ଲୀ ଦଙ୍ଗାର ଷଡ଼ଯନ୍ତ୍ର ମାଢ଼ଲାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କୁ ଜାମିନ ଦେବାକୁ ନା କରିଛନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଗୈରକାନୁନି ଗତିବିଧିକୁ ରୋକଥାମ ଅଧିନିୟମ(ୟୁଏପିଏ)ରେ ପ୍ରଥମ ଦୃଷ୍ଟା ମାମଲା କହେ। ତେବେ ନ୍ୟାୟାଳୟ ୫ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି