ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ ହୋଇଛି । ଏହି ଉତ୍ସବ . ଜାନୁୟାରୀ 6 ରୁ 8 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ଚିଲିକା ଓ ମଙ୍ଗଳା ଯୋଡି ରେ ପକ୍ଷୀ ନିରୀକ୍ଷଣ, ନୌକା ଦୌ
ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ


ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ ହୋଇଛି । ଏହି ଉତ୍ସବ . ଜାନୁୟାରୀ 6 ରୁ 8 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ଚିଲିକା ଓ ମଙ୍ଗଳା ଯୋଡି ରେ ପକ୍ଷୀ ନିରୀକ୍ଷଣ, ନୌକା ଦୌଡ଼ ସହ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ପ୍ରକୃତି କୁ ବଞ୍ଚାଇବାକୁ ହେଲେ ଜଙ୍ଗଲ ବିଭାଗ ର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ.. । ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ.କହିଛନ୍ତି ଯେ, ପକ୍ଷୀ ଓ ଚିଲିକା ର ଜୈବ ବିଭିଧତା କୁ ଗୁରୁତ୍ୱ ଦେବା ସହ ଚିଲିକା ର ବିକାଶ 1126 କୋଟି ଟଙ୍କା ର ଡି ପି ଆର ପ୍ରସ୍ତୁତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande