ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଂଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ
ବଲାଙ୍ଗୀର, ୦୬ ଜାନୁଆରୀ(ହି.ସ.) – ମୁରିବହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଂଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଦୁଇଟି ରେଙ୍ଗାର ଗଛ କାଟିବା ବାବଦକୁ କୁତୁରାକେନ୍ ଗ୍ରାମର ବାବୁଲାଲ ଭୋଇଙ୍କ ଠାରୁ ୧୨୦୦୦ ଟଙ୍କା ଲାଂଚ ନେଲାବେଳେ ସମ୍ବଲପୁର ବରଗଡ଼ ବଲାଙ୍ଗୀର ଟି
ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡଲେ


ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡଲେ


ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡଲେ


ବଲାଙ୍ଗୀର, ୦୬ ଜାନୁଆରୀ(ହି.ସ.) – ମୁରିବହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମର ନାଏକ ୧୨ ହଜାର ଟଙ୍କା ଲାଂଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଦୁଇଟି ରେଙ୍ଗାର ଗଛ କାଟିବା ବାବଦକୁ କୁତୁରାକେନ୍ ଗ୍ରାମର ବାବୁଲାଲ ଭୋଇଙ୍କ ଠାରୁ ୧୨୦୦୦ ଟଙ୍କା ଲାଂଚ ନେଲାବେଳେ ସମ୍ବଲପୁର ବରଗଡ଼ ବଲାଙ୍ଗୀର ଟିମ୍ ଆଜି ଧରିଛନ୍ତି। ଅଫିସ ଲାଗି ରହିଥିବ ଘର, ନେହେରୁ ନଗର ନିଜସ୍ୱ ଗୃହରୁ ସ୍କାଇ ଲାଇଟ୍‌, ଝରକା ଖଟ ତଳୁ ପୁଳା ପୁଳା ଟଙ୍କା ବାହାରିଥିବା ଓ ଚଢ଼ାଉ ଜାରିଥିବା ଭିଜିଲାନ୍ସ ଡିଏସ୍‌ପି ପାଳସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande