
ଗଂଜାମ, 06 ଜାନୁଆରି (ହି.ସ.)
ଗଂଜାମ ଜିଲା ସିଡିଏମଓ ରୂପେ ଡାକ୍ତର ଭବାନୀ ଶଂକର ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି । ବର୍ତ୍ତମାନ ଡାକ୍ତର ମିଶ୍ର କନ୍ଧମାଳ ଜିଲ୍ଲାରେ ଜିଲା ଚିକିତ୍ସା ଅଧିକାରୀ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇ ଗଂଜାମ ସିଡିଏମଓ ରୂପେ ବଦଳି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ