ଭୁବନେଶ୍ୱର, ୬ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
08 Jan 2026
ଭଦ୍ରକ, ୮ ଜାନୁଆରୀ (ହି.ସ.) -ଏହି ଜିଲାର ଧାମନଗର ସ୍ଥିତ ସେଂଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଗତ ୬ ତାରିଖ ଦିନ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହୋତ୍ସବରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବିଭିନ୍ନ ..
ଭଦ୍ରକ, ୮ ଜାନୁଆରୀ (ହି.ସ.) - ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ଅଧ୍ୟାପକ କୁମାର ପ୍ରିୟଦର୍ଶନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅଧ୍ୟାପକ ଗାଗାରିନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାନ୍ଦବାଲିର ମାନ୍ୟବର ବିଧାୟକ ଡ଼. ବ୍ୟୋମକେଶ ରାୟ,..
ଭଦ୍ରକ, ୮ ଜାନୁଆରୀ (ହି.ସ.) - ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଭଦ୍ରକ ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏସପି ମନୋଜ କୁମାର ରାଉତ ପତାକା ଦେଖାଇ ରାଲି ର ଶୁଭାରମ୍ବ କରିଥିଲେ । ଆଂଚଳିକ..
ଭଦ୍ରକ, ୮ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ସତସଙ୍ଗ ମହୋତ୍ସବ ‘ଧୃତି ସନ୍ଦିପନା ''ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ର ଶୁଭ ୧୩୮ ତମ ଆବିର୍ଭାବ ମହୋତ୍ସବ ବିପୁଳ ସମାବେଶ ରେ ଆଡମ୍ବର ସହକାରେ ପାଳନ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମୀ ବୈଠକ ଭଦ୍ରକ ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ହୋଇଯାଇଅ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha