ନିଶା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ବିୟର ବୋତଲ ଭୁସିଲା ପୁଅ
ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ନିଶା ପାଇଁ ବାପାଙ୍କୁ ବିୟର ବୋତଲ ଭୁସିଲା ପୁଅ । କ୍ୟାପିଟାଲ ଥାନା କେଦାର ପଲ୍ଲୀ ବସ୍ତିରେ ଘଟିଛି ଏଭଳି ଘଟଣା । ନିଶା ଖାଇବା ପାଇଁ ଟଙ୍କା ଦେବା ପାଇଁ ମନା କରିବାରୁ ପୁଅ ଏଭଳି କାଣ୍ଡ ଘଟାଇଛି । କ୍ୟାପିଟାଲ ହସ୍ପିଟାଲର ଗୁରୁତର ବାପାଙ୍କ
ନିଶା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ବିୟର ବୋତଲ ଭୁସିଲା ପୁଅ


ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ନିଶା ପାଇଁ ବାପାଙ୍କୁ ବିୟର ବୋତଲ ଭୁସିଲା ପୁଅ । କ୍ୟାପିଟାଲ ଥାନା କେଦାର ପଲ୍ଲୀ ବସ୍ତିରେ ଘଟିଛି ଏଭଳି

ଘଟଣା । ନିଶା ଖାଇବା ପାଇଁ ଟଙ୍କା ଦେବା ପାଇଁ

ମନା କରିବାରୁ ପୁଅ ଏଭଳି କାଣ୍ଡ ଘଟାଇଛି । କ୍ୟାପିଟାଲ ହସ୍ପିଟାଲର ଗୁରୁତର ବାପାଙ୍କର ଚାଲିଛି

ଚିକିତ୍ସା । ଅଭିଯୁକ୍ତ ପୁଅ ରଶ୍ମି ପଣ୍ଡାକୁ

କ୍ୟାପିଟାଲ ଥାନା ପୋଲିସ ଅଟକ ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande