ପଲ୍ୟୁସନ ସାର୍ଟିଫିକେଟକୁ ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗ, ବିଜେଡ଼ିର ଅଭିଯୋଗକୁ ମୁର୍ଖାମୀ କହିଲା ବିଜେପି
ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ପଲ୍ୟୁସନ୍ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେଡ଼ିର ଆନ୍ଦୋଳନ ଉପରେ ଜବାବ ରଖିଲା ବିଜେପି । ବିଜେଡ଼ିର ଅଭିଯୋଗକୁ ମୂର୍ଖାମୀ ବୋଲି କହିଲେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର । ଫାଇନ କାଟିଲେ ସରକାର ରସିଦ ଦେଉଛନ୍ତି । ସେ ଟଙ୍କା ସରକାରଙ୍କ ରା
ପଲ୍ୟୁସନ ସାର୍ଟିଫିକେଟକୁ ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗ, ବିଜେଡ଼ିର ଅଭିଯୋଗକୁ ମୁର୍ଖାମୀ କହିଲା ବିଜେପି


ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ପଲ୍ୟୁସନ୍ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେଡ଼ିର ଆନ୍ଦୋଳନ ଉପରେ ଜବାବ ରଖିଲା ବିଜେପି

। ବିଜେଡ଼ିର ଅଭିଯୋଗକୁ ମୂର୍ଖାମୀ ବୋଲି କହିଲେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର । ଫାଇନ

କାଟିଲେ ସରକାର ରସିଦ ଦେଉଛନ୍ତି । ସେ ଟଙ୍କା ସରକାରଙ୍କ ରାଜକୋଷକୁ ଯାଉଛି । ତେଣୁ ଯେଉଁ ମାନେ

ଅଭିଯୋଗ କରୁଛନ୍ତି ଯେ ମନ୍ତ୍ରୀଙ୍କ ପକେଟକୁ ଫାଇନ ଟଙ୍କା ଯାଉଛି ସେମାନେ ମୂର୍ଖ । ବିଜେଡ଼ି

ଲୋକଙ୍କୁ ଯେତେ ଉସୁକାଇଲେ ବି କିଛି ଫାଇଦା ହେବନି । ଲୋକ ସବୁ ବୁଝୁଛନ୍ତି । ଲୋକ ବହୁତ ଚାଲାକ

ହେବାରୁ ସରକାର ପରିବର୍ତ୍ତନ ହେଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande