
ଭୁବନେଶ୍ୱର, 08 ଜାନୁଆରି (ହି.ସ.)- 'ଉତ୍କଳ ଘଣ୍ଟ' ଯଦୁମଣି ମହାପାତ୍ରଙ୍କ ସ୍ମୃତିଚାରଣ
କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ଓଡ଼ିଆ କବି 'ଉତ୍କଳ ଘଣ୍ଟ'
ଯଦୁମଣି
ମହାପାତ୍ରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା