୩ଟି କୋର୍ଟକୁ ବୋମା ଧମକ ପରେ ଖାଲି କରାଗଲା ହାଇକୋର୍ଟ
ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ୩ଟି କୋର୍ଟକୁ ବୋମା ଧମକ ପରେ ଖାଲି କରାଗଲା ହାଇକୋର୍ଟ । ଆଜି ସକାଳେ ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲା । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିବା ସୂଚନା ମିଳିଛି । ଏହାପରେ ସ
ବୋମା ଧମକ


ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ୩ଟି କୋର୍ଟକୁ ବୋମା ଧମକ ପରେ ଖାଲି କରାଗଲା ହାଇକୋର୍ଟ । ଆଜି ସକାଳେ ସମ୍ବଲପୁର,

କଟକ,

ଦେବଗଡ଼ରେ

ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲା । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିବା

ସୂଚନା ମିଳିଛି । ଏହାପରେ ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍

ଦ୍ବାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍‌ଡିଏକ୍ସ ଥିବା ମେଲ୍‌ ଆସିଛି

ଏହି ଧମକପୂର୍ଣ୍ଣ ଇମେଲ ପରେ କଟକରେ ଜିଲ୍ଲା ଜଜ୍‌ କୋର୍ଟ ପରିସରକୁ ଖାଲି କରାଯାଇଛି । ହାଇକୋର୍ଟକୁ

ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରାଯାଇଛି । ହାଇକୋର୍ଟରୁ ବାହାରି ଯାଇଛନ୍ତି ବିଚାରପତି ଓ

ଆଇନଜୀବୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande