ଯାତ୍ରୀଙ୍କୁ ଆମ ବସ ଗାଡି ଭିତରେ ଜୋର ଜବରଦସ୍ତ ଅଟକ ରଖିଲେ ଚାଳକ
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପୁଣି ଆମ ବସର ଦାଦାଗିରି l ଯାତ୍ରୀଙ୍କୁ ଆମ ବସ ଗାଡି ଭିତରେ ଜୋର ଜବରଦସ୍ତ ଅଟକ ରଖିଲେ ଚାଳକ l ଗାଡି ଝରକା ବାଟେ ନିଜକୁ ମୁକୁଳେଇବାକୁ ନେହୁରା ହେଲେ ଯାତ୍ରୀ l ପରୀକ୍ଷା ଦେବାକୁ ଆସିଥିବା ଯୁବକକୁ ଗାଡ଼ି
ଯାତ୍ରୀଙ୍କୁ ଆମ ବସ     ଗାଡି ଭିତରେ ଜୋର ଜବରଦସ୍ତ ଅଟକ ରଖିଲେ ଚାଳକ


ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପୁଣି

ଆମ ବସର ଦାଦାଗିରି l ଯାତ୍ରୀଙ୍କୁ

ଆମ ବସ ଗାଡି ଭିତରେ ଜୋର ଜବରଦସ୍ତ ଅଟକ ରଖିଲେ ଚାଳକ l ଗାଡି ଝରକା

ବାଟେ ନିଜକୁ ମୁକୁଳେଇବାକୁ ନେହୁରା ହେଲେ ଯାତ୍ରୀ l ପରୀକ୍ଷା ଦେବାକୁ

ଆସିଥିବା ଯୁବକକୁ ଗାଡ଼ିରେ ଅଟକ ରଖିଲେ ଆମ ବସ ଚାଳକ l ଶେଷରେ

ଘଟଣାସ୍ଥଳରେ ପୋଲିସ ପହଂଚି ଆମ ବସକୁ ଥାନାକୁ ନେଇଥିବା ସୂଚନା ମିଳିଛି | ବାଣୀବିହାର ଦ୍ୱିତୀୟ ପୋଷ୍ଟାଲ କଲୋନୀ ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା |

ଆମ ବସକୁ ଥାନାରେ ଅଟକ ରଖି ପୋଲିସ ଖୋଳତାଡ଼ କରୁଛି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande