ବୈଦେଶିକ ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ବୈଦେଶିକ ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦେଶମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍
ଜୟଶଙ୍କରଙ୍କ ଜନ୍ମଦିନ


ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ବୈଦେଶିକ

ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦେଶମନ୍ତ୍ରୀ ଡା. ଏସ୍‌. ଜୟଶଙ୍କରଙ୍କୁ

ଜନ୍ମଦିନର ଶୁଭେଚ୍ଛା।

ଆପଣଙ୍କ ଦୂରଦର୍ଶୀ

ନେତୃତ୍ୱ ଓ କୂଟନୈତିକ ପାଣ୍ଡିତ୍ୟ ଜାତୀୟ ହିତକୁ କେନ୍ଦ୍ରବିନ୍ଦୁ କରି ଭାରତର ଆନ୍ତର୍ଜାତୀୟ ମଞ୍ଚରେ

ସ୍ଥାନ ଓ ବିଶ୍ୱସନୀୟତାକୁ ଆହୁରି ଉଚ୍ଚତାକୁ ନେଇଯାଇଛି।

ମହାପ୍ରଭୁ

ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ୱାସ୍ଥ୍ୟ,

ବୁଦ୍ଧି ଓ ଦେଶସେବାରେ

ଅବିରତ ସଫଳତାର ଆଶୀର୍ବାଦ ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande