
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପ୍ରବାସୀ
ଭାରତୀୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତିର
ପ୍ରତିନିଧି ପ୍ରବାସୀ ଭାରତୀୟଙ୍କ ସମ୍ମାନରେ ପାଳିତ ପ୍ରବାସୀ ଭାରତୀୟ ଦିବସର ହାର୍ଦ୍ଦିକ
ଅଭିନନ୍ଦନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା