ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ , 10 ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକା ଘର
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ । ଜାନୁଆରି ମାସରେ 10 ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକା ଘର । ଏନେଇ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି । 37 ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେ
ଗରିବଙ୍କୁ ନୂଆବର୍ଷ     ଭେଟି ଦେବ ପଞ୍ଚାୟତିରାଜ ବିଭାଗ , 10 ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକା ଘର


ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ଗରିବଙ୍କୁ

ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ । ଜାନୁଆରି ମାସରେ 10 ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକା ଘର । ଏନେଇ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି । 37 ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ

ଆବାସ ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 34

ଲକ୍ଷକୁ ସର୍ଟ ଲିଷ୍ଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି

ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande