
ଗଞାମ, ୦୧ ଅକ୍ଟୋବର (ହି.ସ.) - ଆସନ୍ତାକାଲି ସ୍ୱତନ୍ତ୍ର ଗ୍ରାମ ସଭା ପାଇଁ ରାଜ୍ୟ ସରକାରଙ୍କ ନିକଟରୁ ପ୍ରତ୍ୟେକ ପଂଚାୟତକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ କିମ୍ବା ସୂଚନା ଦିଆଯାଇନଥିବାରୁ ଶେରଗଡ ମିଡ଼ିଆ ହାଉସ ଉପଦେଷ୍ଟାଡାକ୍ତର ହୃଷୀକେଶ ମହାନ୍ତି ଶେରଗଡ ବିଡିଓ ଓ ଗଞ୍ଜାମ ଜିଲ୍ଲା ପାଳ ଙ୍କଦୃଷ୍ଟିଆକର୍ଷଣ କରି ଉଦ୍ ବେଗ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ