ଯୌନ ଶୋଷଣ, ଦାଦାବଟି ଓ ସାଇବର ଅପରାଧ - ବଡ଼ବଜାର ପୋଲିସ ଦ୍ୱାରା ଓଏସଆରଟିସି ଡ୍ରାଇଭର ଗିରଫ
ଗଞାମ, ୦୧ ଅକ୍ଟୋବର (ହି.ସ.) - ଯୌନ ଶୋଷଣ, ଦାଦାବଟି ଓ ସାଇବର ଅପରାଧ ମାମଲାରେ ବଡ଼ବଜାର ପୋଲିସ ଓଏସଆରଟିସି ଡ୍ରାଇଭର ତାପସ ସେଠୀକୁ ଗିରଫ କରିଛି । ତାଙ୍କୁଆଜି ଅପରାହ୍ନ ୧.୧୦ ରେ ଗିରଫ କରି ଏସଡିଜେଏମ ବ୍ରହ୍ମପୁର କୋର୍ଟକୁ ଚାଲାଣ କରାଯାଇଛି।
Qetyiioo


ଗଞାମ, ୦୧ ଅକ୍ଟୋବର (ହି.ସ.) - ଯୌନ ଶୋଷଣ, ଦାଦାବଟି ଓ ସାଇବର ଅପରାଧ ମାମଲାରେ ବଡ଼ବଜାର ପୋଲିସ ଓଏସଆରଟିସି ଡ୍ରାଇଭର ତାପସ ସେଠୀକୁ ଗିରଫ କରିଛି ।

ତାଙ୍କୁଆଜି ଅପରାହ୍ନ ୧.୧୦ ରେ ଗିରଫ କରି ଏସଡିଜେଏମ ବ୍ରହ୍ମପୁର କୋର୍ଟକୁ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande