
- ହିଞ୍ଜିଳିର ସବୁ ପଂଚାୟତ ନାଁ କହିଲେ ରାଜନୀତି ଛାଡିଦେବି
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ସକ୍ରିୟତାକୁ ନେଇ କଟାକ୍ଷ କରି ଶ୍ରୀ ମଲ୍ଲିକ କହିଛନ୍ତି ଯେ ଭୁବନେଶ୍ୱରରେ ପଦଯାତ୍ରା କଲେ ଗଞ୍ଜାମ ଲୋକ କଣ ଭୋଟ ଦେବେ ? ନିର୍ବାଚନ ଜିତିବା ପରଠାରୁ ନବୀନ ବାବୁ ହିଞ୍ଜିଳି ଯାଇନାହାନ୍ତି। ନବୀନ ବାବୁ ଯଦି ହିଞ୍ଜିଳିର ସବୁ ପଂଚାୟତ ନାଁ କହିଦେଲେ ତାହେଲେ ରାଜନୀତି ଛାଡିଦେବି। ନବୀନ ବାବୁ ବର୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।
......
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା