
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ଛାତ୍ର
ନିର୍ବାଚନର ଭୃଣ ହତ୍ୟା କରିଥିଲା ବିଜେଡି ଏବେ ଆମ ସରକାର ନିର୍ବାଚନ କରିଛନ୍ତି ବୋଲି
ପ୍ରତିକ୍ରିୟା ରଖିଛନ୍ତି ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ
ନେତୃତ୍ୱରେ ଦେଶ ଆଗଉଛି, ଜେନ-ଜି
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଆପଣଉଛନ୍ତି | ବିରୋଧୀ ଦଳ କାମ ବିରୋଧ
କରିବା, ସେତବେଳେ ନେତା ମାନେ ଡେରା ପକାଉଥିଲେ ଏବେ ଏବିଭିପି ସକ୍ରିୟ
ଅଛି | 24 ବର୍ଷ ବନାମ 24 ମାସ | ଛାତ୍ର
ଛାତ୍ରୀ ଚିନ୍ତା କରି ନିଜର ମତ ଦେବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା