ସୃଷ୍ଟି ହେଲା ଲଘୁଚାପ, ଆଜି ସନ୍ଧ୍ୟାରୁ ବର୍ଷା
ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପରେ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଦେ
ସୃଷ୍ଟି ହେଲା ଲଘୁଚାପ, ଆଜି     ସନ୍ଧ୍ୟାରୁ ବର୍ଷା


ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ଗତକାଲି ଦକ୍ଷିଣ

ପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପରେ ସୃଷ୍ଟି ହୋଇଛି। ଯାହା

ପ୍ରଭାବରେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ

ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିବ। ଦଶହରାରେ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ପାଣିପାଗ

ବିଶେଷଜ୍ଞ ବିଶ୍ୱଜିତ ସାହୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande