ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର କାର୍ଯ୍ୟାନୁଷ୍ଠାନ, 3 ସସପେଣ୍ଡ
ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନରେଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର କାର୍ଯ୍ୟାନୁଷ୍ଠାନ । ପୁରୀ ନିର୍ବାଚନ ମଣ୍ଡଳୀର ମୁରାରୀ ଶ୍ରୀପତି ନାୟକ ବିଜେଡିରୁ ସସ୍ପେଣ୍ଡ୍ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ୨ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବି
ସସପେଣ୍ଡ


ଭୁବନେଶ୍ୱର, 13 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ

ନିର୍ବାଚନରେଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର କାର୍ଯ୍ୟାନୁଷ୍ଠାନ । ପୁରୀ

ନିର୍ବାଚନ ମଣ୍ଡଳୀର ମୁରାରୀ ଶ୍ରୀପତି ନାୟକ ବିଜେଡିରୁ ସସ୍ପେଣ୍ଡ୍ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାର ୨

ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବିଜେଡିରୁ ସସ୍ପେଣ୍ଡ୍ ହୋଇଛନ୍ତି । ନାଉଗାଁର ସଭ୍ୟ ଅମିତା

ସ୍ବାଇଁ, ବିରିଡିର

ସଭ୍ୟ ଚନ୍ଦ୍ରଶେଖର ଦାଶ ସସ୍ପେଣ୍ଡ୍ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande