ନବରାତ୍ରୀର ଅଷ୍ଟମ ଦିବସରେ ମା ମହାଗୌରୀଙ୍କୁ ନମନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନବରାତ୍ରୀର ଅଷ୍ଟମ ଦିବସରେ ମା ମହାଗୌରୀଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ନବରାତ୍ରୀର ଅଷ୍ଟମ ଦିବସରେ ମା ମହାଗୌରୀ ଙ୍କ
ମହାଗୌରୀ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନବରାତ୍ରୀର

ଅଷ୍ଟମ ଦିବସରେ ମା ମହାଗୌରୀଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ନବରାତ୍ରୀର ଅଷ୍ଟମ

ଦିବସରେ ମା ମହାଗୌରୀ ଙ୍କ ନିକଟରେ ମୋର ଭକ୍ତିପୂତ ପ୍ରଣାମ ଅର୍ପଣ କରୁଅଛି । ମା ମହାଗୌରୀ ସମସ୍ତଙ୍କୁ ପବିତ୍ରତା, ସମୃଦ୍ଧି ଓ ଶୁଭଫଳ ଦେଇ ଆଶୀର୍ବାଦ ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande