ସ୍ୱତନ୍ତ୍ର ଗ୍ରାମ୍ଯସଭାକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ ନାହିଁ
ଗଞ୍ଜାମ, ୨ ଅକ୍ଟୋବର (ହି.ସ.)- ଆଜି ଗଞ୍ଜାମ ଜିଲାର ସମସ୍ତ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଉଛି । ତେବେ ଏଥିପାଇଁ ଶେରଗଡ ବ୍ଳକ ରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଗଂଜାମ ଜିଲାପାଳ
ସ୍ୱତନ୍ତ୍ର ଗ୍ରାମ୍ଯସଭାକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ ନାହିଁ


ଗଞ୍ଜାମ, ୨ ଅକ୍ଟୋବର (ହି.ସ.)- ଆଜି ଗଞ୍ଜାମ ଜିଲାର ସମସ୍ତ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେଉଛି । ତେବେ ଏଥିପାଇଁ ଶେରଗଡ ବ୍ଳକ ରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଗଂଜାମ ଜିଲାପାଳ ଓ ଶେରଗଡ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande