
ଗଞ୍ଜାମ, ୨ ଅକ୍ଟୋବର (ହି.ସ.)-
ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ରାତିରେ ଘରେ ପଶି ଚୋରି କରିବା ମାମଲାରେ ପୋଲିସ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି l ତା' ନିକଟରୁ ଚୋରି ମୋବାଇଲ ଉଦ୍ଧାର କରିଛି l
ବଡ଼ବଜାର ଥାନା କେସ ନଂ ୬୭/୨୦୨୬ ୟୁ/ଏସ ୩୩୧/୩୦୫(ଏ) ବିଏନଏସ ମାମଲା ରୁଜୁ କରି ଶିବାନନ୍ଦ ପାଣିଗ୍ରାହୀ (୨୧), ପିତା- କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଧର୍ମନଗର, ବଡ଼ବଜାରକୁ ଗିରଫ କରିଛି। ଶିବାନନ୍ଦ ନିକଟରୁ ଚୋରି ଫୋନ ଜବତ କରି ଅଭିଯୋଗକାରୀଙ୍କୁ ଫେରସ୍ତ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ