
ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) - ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍ଫେଡ୍
।ଟୋନ୍ଡ ଦୁଗ୍ଧ ଲିଟର ପ୍ରତି
୪ ଟଙ୍କା ବୃଦ୍ଧି ହୋଇ ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା ।ଟୋନ୍ଡ ଦୁଗ୍ଧ ପ୍ୟାକେଟ୍(୫୦୦
ମି.ଲି) ୨ ଟଙ୍କା ବୃଦ୍ଧି ହେବ ।ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହେବ ।ଲିଟର ୫୮ ଟଙ୍କାରୁ ବୃଦ୍ଧି
ପାଇ ହେବ ୬୦ ଟଙ୍କା ।
ମିୟମ ଦୁଗ୍ଧ ପ୍ୟାକେଟ୍(୫୦୦
ମି.ଲି) ୧ ଟଙ୍କା ବୃଦ୍ଧି, ଗୋଲ୍ଡ ପ୍ଲସ୍ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇ ଲିଟର ୬୪
ଟଙ୍କାରୁ ବୃଦ୍ଧି ପାଇ ହେବ ୬୬ ଟଙ୍କା ।ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍(୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା