ଉମରକୋଟ ପୌରପାଳିକାରେ ଆୟୋଜିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) - ଉମରକୋଟ ପୌରପାଳିକାରେ ଆୟୋଜିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଆମେ ସମସ୍ତେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଏହି ଅବସରରେ ପୌରପାଳିକାର ମୁଖ୍ୟ ବଜାର, ରାସ୍ତାକଡ଼, ନାଳ ଏବଂ ଜନସମାଗମ ସ୍ଥାନର
ଉମରକୋଟ ପୌରପାଳିକାରେ ଆୟୋଜିତ     ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) - ଉମରକୋଟ ପୌରପାଳିକାରେ ଆୟୋଜିତ ସ୍ବଚ୍ଛତା

ହିଁ ସେବା କାର୍ଯ୍ୟକ୍ରମରେ ଆମେ ସମସ୍ତେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ ଗଣଶିକ୍ଷା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ ।ଏହି ଅବସରରେ ପୌରପାଳିକାର ମୁଖ୍ୟ ବଜାର, ରାସ୍ତାକଡ଼, ନାଳ ଏବଂ ଜନସମାଗମ ସ୍ଥାନରୁ ଜମା ହୋଇଥିବା ଅଳିଆ ଆବର୍ଜନା ସଂଗ୍ରହ କରି ସେଗୁଡ଼ିକୁ ସଂପୂର୍ଣ୍ଣ

ଭାବେ ପରିଷ୍କାର କରିଥିଲେ ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ପୌରପାଳିକାର

ସ୍ବେଚ୍ଛାସେବୀ, ସ୍ଥାନୀୟ

ବାସିନ୍ଦା,

ସଫେଇ କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଆଦି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ସମସ୍ତେ ହାତରେ ଝାଡ଼ୁ, ବେଲଚା ଓ ଅଳିଆ ସଂଗ୍ରହ ବସ୍ତା ଧରି ନିଜ ନିଜ ଜିମ୍ମାରେ ଥିବା ଅଞ୍ଚଳକୁ

ସଫା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande