15ବର୍ଷ ପରେ ବ୍ରହ୍ମପୁରରେ ରାବଣ ପୋଡି ଉତ୍ସବ
ଗଂଜାମ, 22 ଅକ୍ଟୋବର (ହି.ସ.) ଦୀର୍ଘ 15 ବର୍ଷ ପରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଚୌଧୁରୀ ମୈଦାନରେ ଗତକାଲି ରାତିରେ ରାବଣ ପୋଡି ଉତ୍ସବ ବିପୁଳ ଓ ଉତ୍ସାହ ଊଦ୍ଧିପନାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ କେ. ଅନୀଲ କୁମାର ଅତିଥି ରୂପେ ଯୋଗଦେଇ ରାବଣ ପୋଡି ଉଛବ ର ମହତ୍ତ୍ଵ ସଂପର୍କରେ ଉଦବୋଧନ ଦେଇଥ
15ବର୍ଷ ପରେ ବ୍ରହ୍ମପୁରରେ ରାବଣ ପୋଡି ଉତ୍ସବ


ଗଂଜାମ, 22 ଅକ୍ଟୋବର (ହି.ସ.) ଦୀର୍ଘ 15 ବର୍ଷ ପରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଚୌଧୁରୀ ମୈଦାନରେ ଗତକାଲି ରାତିରେ ରାବଣ ପୋଡି ଉତ୍ସବ ବିପୁଳ ଓ ଉତ୍ସାହ ଊଦ୍ଧିପନାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ କେ. ଅନୀଲ କୁମାର ଅତିଥି ରୂପେ ଯୋଗଦେଇ ରାବଣ ପୋଡି ଉଛବ ର ମହତ୍ତ୍ଵ ସଂପର୍କରେ ଉଦବୋଧନ ଦେଇଥିଲେ । ଏଥିରେ ବହୁ ଜନସମାଗମ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande