ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର, ୨୬ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବାକରି ଥାନା ଜଣେ ମହିଳା ଙ୍କ ସହ ୨ ଜଣ କୁ ଗିରଫ କରିଛି । ଗିରଫ ଚନ୍ଦନବାଡ ସାହିର ମହିଳା ଙ୍କ ସହ ନିଳାଗୁଡା ଗ୍ରାମର ଅଭିଯୁକ୍ତ ନରସିଂହ ହରିଜନ । ସୁଚନା ଅନୁଯାଇ ଚନ୍ଦନବାଡ ସାହିରେ ଚଢାଉ କରି ୧୪ ଲିଟର ଭାଟି ମଦ ଓ ୮ ଲିଟର ଦେଶି ମଦ ଜ
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, ୨୬ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବାକରି ଥାନା ଜଣେ ମହିଳା ଙ୍କ ସହ ୨ ଜଣ କୁ ଗିରଫ କରିଛି । ଗିରଫ ଚନ୍ଦନବାଡ ସାହିର ମହିଳା ଙ୍କ ସହ ନିଳାଗୁଡା ଗ୍ରାମର ଅଭିଯୁକ୍ତ ନରସିଂହ ହରିଜନ । ସୁଚନା ଅନୁଯାଇ ଚନ୍ଦନବାଡ ସାହିରେ ଚଢାଉ କରି ୧୪ ଲିଟର ଭାଟି ମଦ ଓ ୮ ଲିଟର ଦେଶି ମଦ ଜବତ କରି ମହିଳା ଙ୍କୁ ଗିରଫ କରିଛି । ସେହିପରି ନିଳାଗୁଡାରେ ଚଢାଉ କରି ୮ ଲିଟର ଭାଟି ମଦ ଓ ୫ ଲିଟର ଦେଶି ମଦ ଜବତ କରିଛି । ଗିରଫ ୨ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande