ଭୁବନେଶ୍ବରରେ ବିରାଟ ଗଛ ଭାଙ୍ଗି ରାସ୍ତା ଅବରୋଧ
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) - ଭୁବନେଶ୍ବରରେ ବର୍ଷା ପବନ ଯୋଗୁ ବିରାଟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ନନ୍ଦନକାନନ-ପଟିଆ ରାସ୍ତାରେ ଉପୁଡ଼ିପଡିଛି ବିରାଟ ଗଛ । ଶିଖରଚଣ୍ଡି ନଗର ସାମ୍ନାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । ଗୋଟିଏ ପାର୍ଶ୍ବ ରାସ୍ତା
ଭୁବନେଶ୍ବରରେ ବିରାଟ ଗଛ     ଭାଙ୍ଗି ରାସ୍ତା ଅବରୋଧ


ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) - ଭୁବନେଶ୍ବରରେ ବର୍ଷା ପବନ

ଯୋଗୁ ବିରାଟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ନନ୍ଦନକାନନ-ପଟିଆ ରାସ୍ତାରେ ଉପୁଡ଼ିପଡିଛି

ବିରାଟ ଗଛ । ଶିଖରଚଣ୍ଡି ନଗର ସାମ୍ନାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । ଗୋଟିଏ ପାର୍ଶ୍ବ

ରାସ୍ତା ଅବରୋଧ ହୋଇଥିବା ବେଳେଆମ ବସ୍ ସମେତ ବିଭିନ୍ନ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande