ସିଟି / ଡି.ଏଲ୍.ଏଡ୍ ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ନାମଲେଖା ଅବଧି ୨ ଦିନ ବଢିଲା
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଓଡ଼ିଶାର କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ୨୦୨୬-୨୦୨୮ ଶିକ୍ଷାବର୍ଷ ପାଇଁ ସିଟି / ଡି.ଏଲ୍.ଏଡ୍ ପାଠ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ନାମଲେଖାର ଶେଷ ତାରିଖକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନାମଲେଖା
tjhyl


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଓଡ଼ିଶାର କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ୨୦୨୬-୨୦୨୮ ଶିକ୍ଷାବର୍ଷ ପାଇଁ ସିଟି / ଡି.ଏଲ୍.ଏଡ୍ ପାଠ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ନାମଲେଖାର ଶେଷ ତାରିଖକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନାମଲେଖା ପାଇଁ ଶେଷ ତାରିଖ ଧାର୍ଯ୍ୟ ୨୯ ଓ ୩୦ ଅକ୍ଟୋବର ଥିଲା। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande