ବଡ ମେଡିକାଲ ଛାତରୁ ସିଲିଂ ଫ୍ଯାନ ଖସିଲା
ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଆଜି ସକାଳେ ବ୍ରହ୍ମପୁର ଏମ୍ କେସିଜି ମେଡିକାଲ କଲେଜ ହସ୍ପିଟାଲର କର୍କଟ ୱାର୍ଡରେ ଛାତରୁ ସିଲିଂ ଫ୍ଯାନ ଛିଣ୍ଡି ବେଡ ଉପରେ ଖସି ପଡିଥିଲା। ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣା ପରେ ସେହି ୱାର୍ଡରେ ଥିବା ଅନ୍ଯ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯ
ବଡ ମେଡିକାଲ ଛାତରୁ ସିଲିଂ ଫ୍ଯାନ ଖସିଲା


ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଆଜି ସକାଳେ ବ୍ରହ୍ମପୁର ଏମ୍ କେସିଜି ମେଡିକାଲ କଲେଜ ହସ୍ପିଟାଲର କର୍କଟ ୱାର୍ଡରେ ଛାତରୁ ସିଲିଂ ଫ୍ଯାନ ଛିଣ୍ଡି ବେଡ ଉପରେ ଖସି ପଡିଥିଲା। ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣା ପରେ ସେହି ୱାର୍ଡରେ ଥିବା ଅନ୍ଯ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande