ବାତ୍ୟା ଅର୍ଣ୍ଣବ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ପ୍ରଭାତୀ ପରିଡା
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଗୁରୁବାର ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସେ ବିଭିନ୍ନ ସ୍ଥାନରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା
dcm


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଗୁରୁବାର ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସେ ବିଭିନ୍ନ ସ୍ଥାନରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଦ୍ୟୁତ୍ ସେବାର ପୁନଃସ୍ଥାପନ ଓ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନ, ଏନଡିଆରଏଫ, ଓଡ୍ରାଫ୍ ଏବ ଂ ଅନ୍ୟ ସମସ୍ତ ଟିମ୍ ର ସମନ୍ୱିତ ପ୍ରୟାସରେ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ କାର୍ଯ୍ୟ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande