ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ ଖେଳିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.) ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ ଖେଳିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମ ପରିସରରେ ସ୍ଥାନୀୟ ଯୁବବର୍ଗଙ୍କ ସହ ସମୟ ବିତାଇବା
ଭବାନୀପାଟଣା ଇଣ୍ଡୋର         ଷ୍ଟାଡିୟମରେ ବ୍ୟାଡମିଂଟନ ଖେଳିଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.) ଭବାନୀପାଟଣା

ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଂଟନ ଖେଳିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି

ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ଭବାନୀପାଟଣା ଇଣ୍ଡୋର ଷ୍ଟାଡିୟମ ପରିସରରେ ସ୍ଥାନୀୟ

ଯୁବବର୍ଗଙ୍କ ସହ ସମୟ ବିତାଇବା ସହ ବ୍ୟାଡ଼ମିଣ୍ଟନ୍ ଖେଳର ଭରପୂର ମଜା ନେଲି।ଖେଳକୁଦ କେବଳ

ଶାରୀରିକ ଓ ମାନସିକ ବିକାଶ ପାଇଁ ନୁହେଁ, ବରଂ ଏହା ଯୁବପିଢ଼ିଙ୍କ ଭିତରେ ଦଳଗତ ଭାବନା, ଅନୁଶାସନ ଏବଂ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande