ହୀରାକୁଦ ଡ୍ୟାମ୍ ଖୋଲିବା ଭଳି ସ୍ଥିତି ନାହିଁ - ଇଆଇସି
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଋଷିକୂଲ୍ୟାରେ ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗଞ୍ଜାମ ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା ସବୁ ନଦୀର ଜଳସ୍ତର କମିଯିବ। ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ।
Hirakud Dam

ସେ କହିଛନ୍ତି ଯେ ଆଶା ଠାରୁ ଅଧିକ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଲା। ଅନ୍ୟପକ୍ଷରେ ଛତିଶଗଡ଼ରେ ସବୁ ଡ୍ୟାମରେ ଜଳସ୍ତର କମ୍ ରହିଛି।ଏବେ ହୀରାକୁଦ ଡ୍ୟାମ୍ ଖୋଲିବା ଭଳି ସ୍ଥିତି ନାହିଁ। ୧ ତାରିଖ ପରେ ଆଉ ଥରେ ଆକଳନ କରାଯାଇ ପରବର୍ତୀ ନିଷ୍ପତି ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande